ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଯାଇଛି ୧.୨ ମିଲିୟନ ଲୋକଙ୍କ ଜୀବନ
ନୂଆଦିଲ୍ଲୀ: ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ଆଣ୍ଟିବାୟୋଟିକ୍- ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଅତି କମରେ ୧.୨ ମିଲିୟନ୍ ଲୋକଙ୍କର ମୃତ୍ୟୁ ଘଟିଛି।
୨୦୪ ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି। (AMR) ବା…