Latest Odisha News

BREAKING NEWS

Browsing Tag

Anticipatory bail

ପୂର୍ବତନ ଟ୍ରେନି ଆଇଏଏସ ପୁଜା ଖେଡକରଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ମିଳିଛି। ତାଙ୍କ ଗିରଫଦାରୀକୁ ନେଇ ହୋଇଥିବା ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଉପରେ ଶାରୀରିକ ତଥା ମାନସିକ…

ଯୌନ ଶୋଷଣ ଅଭିଯୋଗ ମାମଲା, ଆଗୁଆ ଜାମିନ୍ ଆବେଦନ କଲେ ସୌରିନ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୌରିନ ଭଟ୍ଟ । ଗିରଫଦାରୀକୁ ଏଡ଼ାଇବାକୁ ଯାଇ ସୌରିନ୍ ଭଟ୍ଟ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଅନ୍ୟପଟେ ସୌରିନ ଭଟ୍ଟଙ୍କୁ କଟକ ମହିଳା ଥାନା ପୋଲିସ ଖୋଜୁଛି । ସୌରିନଙ୍କୁ…

ହାଇକୋର୍ଟରେ ଆଗୁଆ ଜାମିନ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

କଟକ: ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ…

ପର୍ଣ୍ଣୋଗ୍ରାଫି ମାମଲାରେ ରାଜ୍‌ଙ୍କୁ ଝଟ୍‌କା; ଜାମିନ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ଅଶ୍ଳୀଳ ଭିଡିଓ ନିର୍ମାଣ ଓ ପ୍ରସାରଣ ମାମଲାରେ ସମ୍ପୃକ୍ତ ଥିବ‌ା ରାଜଙ୍କ ଜାମିନ ଆବେଦନକୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜଙ୍କ ସହ ଅନ୍ୟ ୬…

ଇଭିଏମ୍ ଭଙ୍ଗାରୁଜା ଘଟଣା: ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ହାଇକୋର୍ଟଙ୍କ ଅଗ୍ରୀମ ଜାମିନ୍ ପ୍ରଦାନ

କଟକ : ଏପ୍ରିଲ୍ ୨୩ ତାରିଖ ତଥା ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ବୀରକିଶୋରପୁର ଗ୍ରାମର ଏକ ବୁଥରେ ଇଭିଏମ୍ ଭଙ୍ଗାରୁଜା ମାମଲାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ବୁଧବାର ଦିନ ଓଡିଶା ହାଇକୋର୍ଟ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି । ଏସମ୍ପର୍କରେ ହାଇକୋର୍ଟର ବରିଷ୍ଠ ଓକିଲ ଓ…