ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି
ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହୋଇଛି…