Latest Odisha News

BREAKING NEWS

Browsing Tag

aryan khan drug case

ଶାହରୁଖଙ୍କ ମ୍ୟାନେଜର ପୁଜାଙ୍କୁ ପୋଲିସର ସମନ ଜାରି

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କୁ ଦ୍ୱିତୀୟ ଥର ପାଇଁ ଆର୍ୟନ୍‌ ଖାନ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ ସମନ ଜାରି କରିଛି। ଅଭିନେତା ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନିଙ୍କୁ ଦ୍ୱିତୀୟ ଡାକରା ଦିଆଯାଇଥିଲା ଯେଉଁଥିରେ ସେ…

ଆଜି ଏନ୍‌ସିବି ଆଗରେ ହାଜର ହୋଇପାରନ୍ତି ଆର୍ୟନ୍‌

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ଗତକାଳି ଏନ୍‌ସିବି ସମନ ଜାରି କରିଥିଲା। କିନ୍ତୁ ସେ ଅସୁସ୍ଥ ଥିବାରୁ ସେ ବର୍ତ୍ତମାନ ସୁଦ୍ଧା ଏନ୍‌ସିବି ଆଗରେ ହାଜର ହୋଇନଥିବା ଜଣାପଡ଼ିଛି। ଏନସିବି ସୂତ୍ର ଅନୁଯାୟୀ ସୋମବାର କିମ୍ବା…

ଆର୍ୟନ୍‌ଙ୍କୁ ବଞ୍ଚାଇବା ଲାଗି ୫୦ ଲକ୍ଷ ଦେଇଥିଲେ ଶାହାରୁଖଙ୍କ ମ୍ୟାନେଜର ପୂଜା

ମୁମ୍ବାଇ: ଆର୍ୟନ୍‌ଙ୍କୁ ଜେଲ୍‌ରୁ ମୁକୁଳିବା ଲାଗି ପାଇଁ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ଡ୍ରଗ୍-କ୍ରୁଜ୍ ମାମଲାର ସାକ୍ଷୀ କେ ପି ଗୋସାଭିଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ସାମ ଡି’ସୁଜା ଏକ ଟେଲିଭିଜନ ସାକ୍ଷାତକାରରେ ଦାବି କରିଛନ୍ତି। ଜଣେ ବ୍ୟବସାୟୀ, ଡି’ସୁଜା…