ବିଧାନସଭା ନିର୍ବାଚନ ପୂର୍ବରୁ ଆସାମକୁ ‘ଅଶାନ୍ତ’ ଘୋଷଣା କଲେ ରାଜ୍ୟପାଳ, ୬ ମାସ ପାଇଁ ଲାଗୁ ହେଲା AFSPA
ଗୌହାଟୀ : ଆସନ୍ତା ଏପ୍ରିଲ-ମେ ମାସରେ ଆସାମରେ ହେବ ବିଧାନସଭା ନିର୍ବାଚନ । କିନ୍ତୁ ଏହା ପୂର୍ବରୁ ରାଜ୍ୟପାଳ ଜଗଦୀଶ ମୁଖୀ ଆସାମକୁ ଫେବୃଆରୀ ୨୭ରୁ ଆଗାମୀ ୬ ମାସ ଲାଗି ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି । ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ, ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା)…