ଆସାମରେ ଜନସମାବେଶ ସମ୍ପୂର୍ଣ୍ଣ ନିଷିଦ୍ଧ
ଦିଶ୍ପୁର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଆସାମରେ କୌଣସି ସାଧାରଣ ସମାବେଶକୁ ବା ଜନସମାବେଶକୁ ଅନୁମତି ଦିଆଯିବ ନାହିଁ ବୋଲି ସୋମବାର ରାଜ୍ୟ ସରକାର କହିଛନ୍ତି। ବୁଧବାର ରାଜ୍ୟରେ ଇଦ୍ ଉଲ୍-ଅଦାହ୍ ପାଳନ କରାଯିବ। ହେଲେ ଏଥିରେ ଜନସମାବେଶକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି।…