[ଭିଡ଼ିଓ] ନିଆରା ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ
ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଏକ ଜଣାଶୁଣା ନାଁ । ଜଣେ ଭିନ୍ନ ଢଙ୍ଗର ଚଳଚ୍ଚିତ୍ରି ନିର୍ଦ୍ଦେଶକ ସେ । ତେବେ ସେହି ନିର୍ଦ୍ଦେଶକ ଜଣକ ଆଉ କେହି ନୁହନ୍ତି। ସେ ହେଉଛନ୍ତି ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ । ଆଶୁତୋଷ କେତେବେଳେ ଶିଶୁ ନିର୍ଯାତନାକୁ ନେଇ ତ ଆଉ କେତେବେଳେ ମହିଳା…