Latest Odisha News

BREAKING NEWS

Browsing Tag

Australia all out

ବ୍ରିସବେନ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନରେ ଅଲଆଉଟ୍

ବ୍ରିସ୍‌ବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ପ୍ରଥମ ଇନିଂସ ଖେଳ ଶେଷ କରିଛି ଅଷ୍ଟ୍ରେଲିଆ । ଆଜି ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୩୬୯ ରନରେ ଅଲ ଆଉଟ୍ କଙ୍ଗାରୁ ବାହିନୀ । ଶେଷ ଓ୍ୱିକେଟ ଭାବରେ ଜୋସ୍ ହେଜଲଉଡ ଟି. ନଟରାଜନଙ୍କ ଶିକାର…