Latest Odisha News
Browsing Tag

Automobile

ଜାନୁଆରୀ ୧୭ରେ ଭାରତରେ ଲଞ୍ଚ ହେବ ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରକ କାର୍

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ହୁଣ୍ଡାଇର ଇଲେକ୍ଟ୍ରିକ୍ କ୍ରେଟାକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କର ଅପେକ୍ଷାର ଅନ୍ତ ଘଟିଛି । ଏହି ମାସରେ 'ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ -2025'ରେ ମିଳିବ । କମ୍ପାନୀ ଏହି କାରକୁ ଜାନୁଆରୀ ୧୭ରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ‘ଭାରତ ମୋବିଲିଟି…

ଚଳିତବର୍ଷ ଭାରତ ବଜାରରେ ୧୪ଟି ବାଇକ୍ ଲଞ୍ଚ କରିବ ‘ଡୁକାଟୀ’

ନୂଆଦିଲ୍ଲୀ: ଚଳିତ ବର୍ଷ ଡୁକାଟୀ କରିବ ଦମଦାର ଏଣ୍ଟ୍ରି । ଇଟାଲୀୟ ଦୁଇ ଚକିଆ ନିର୍ମାତା କମ୍ପାନୀ ଡୁକାଟୀ(Ducati) ଭାରତୀୟ ବଜାରରେ ୧୪ଟି ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି। ନୂତନ ମଡେଲଗୁଡିକର ଶୁଭାରମ୍ଭ ସହିତ ବାଇକ୍ କମ୍ପାନୀ ଏହାର ଡିଲର ନେଟୱାର୍କକୁ ବିସ୍ତାର କରିବାକୁ ଯାଉଛି ।…

ଆଜିଠୁ ଭାରତରେ କିଆ ସିରୋସର ବୁକିଂ ୨୫ହଜାର ଟଙ୍କାରୁ ହେଲା ଆରମ୍ଭ

ନୂଆଦିଲ୍ଲୀ: କିଆ ଇଣ୍ଡିଆର ବ୍ରାଣ୍ଡ୍ ନୂଆ ଏସୟୁଭି ସିରୋସର ବୁକିଂ ଆଜି ଅର୍ଥାତ୍ ୩ଜାନୁୟାରୀରୁ ବୁକିଂ ଆରମ୍ଭ ହୋଇଛି । ଆପଣ ଏହି କାରକୁ ଟୋକନ୍‌ ଅମାଉଣ୍ଟ ଭାବରେ ୨୫ହଜାର ଟଙ୍କା ଦେଇ ବୁକ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ଅବା ନିକଟସ୍ଥ କିଆ ଶୋ'ରୁମକୁ…

ଭାରତ ବଜାରକୁ ଆସିଲା ବିଳାସପୂର୍ଣ୍ଣ କାର ‘ରୋଲ୍ସ ରୋଏସ୍ ଘୋଷ୍ଟ ସିରିଜ’,ଦାମ୍ ଜାଣିଲେ ହେବେ ଚକିତ

ଭୁବନେଶ୍ବର: ବିଳାସପୂର୍ଣ୍ଣ କାର ନିର୍ମାତା ରୋଲ୍ସ ରୋଏସ୍ Ghost SeriesII କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହା ତିନୋଟି  ମଡେଲ (Standard, Extended and Black Badge)ରେ ମାର୍କେଟକୁ ଆସିଛି । ଏକ୍ସ ଶୋରୁମ୍ ପ୍ରାଇସ କ୍ରମାଗତ ୮.୯ କୋଟି, ୧୦.୧୯ କୋଟି, ୧୦.୫୨ କୋଟି ରହିଛି ।…

ଭାରତୀୟ ଗ୍ରାହକଙ୍କ ପସନ୍ଦ ସନରୁଫ୍‌ ମଡେଲ କାର, କିଆ ସୋନେଟର ୧ ଲକ୍ଷ ୟୁନିଟ୍ ହେଲା ବିକ୍ରି

ନୂଆଦିଲ୍ଲୀ: କିଆ ଇଣ୍ଡିଆ ଜାନୁଆରୀ ୨୦୨୪ରେ ସୋନେଟ୍ ଫେସେଲିଫ୍ଟ ଲଞ୍ଚ କରିଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏକ ଲକ୍ଷ ୟୁନିଟ୍ ବିକ୍ରୟ ସଂଖ୍ୟା ହାସଲ କରିଛି । କାରଟି ଲଞ୍ଚ ହେବା ପରେ ଭାରତୀୟ ଗ୍ରାହକଙ୍କୁ ବହୁତ ପସନ୍ଦ ଆସିଥିଲା । କାରଣ ଏହି ଏସୟୁଭିରେ ଅନେକ ଫିଚର ରହିଛି । କିଆ ସୋନେଟ…

ଭାରତର ସବୁଠାରୁ ବଜେଟ୍ ଫ୍ରେଣ୍ତଲି କାର୍ ଲିଷ୍ଟ, ମୂଲ୍ୟ ୩.୯୯ ଲକ୍ଷରୁ ଆରମ୍ଭ

ନୂଆଦିଲ୍ଲୀ: ସପରିବାର ସହ ଏକାଠି ବୁଲିବା ହେଉ ଅବା ଜରୁରୀ କାମ ଆସିଲେ କାର୍ ସମସ୍ତଙ୍କୁ  ଆବଶ୍ୟକ ପଡେ । ଏପଟେ ପକେଟକୁ ମଧ୍ୟ ଦେଖିବାକୁ ପଡେ । ତେଣୁ ଆମ ଭାରତ ବଜାରରେ ଏପରି କାର୍ ରହିଛି ଯାହାର ମୂଲ୍ୟ 5 ଲକ୍ଷରୁ କମ୍ ଅଟେ | ଆସନ୍ତୁ ଜାଣିବା ବଜେଟ୍ ଫ୍ରେଣ୍ତଲି କାର୍ ବିଷୟରେ.. Maruti…

କରୋନା ସ୍ଲୋ ଡାଉନକୁ ମାତ ଦେଇ ଦିନକରେ ଓଡିଶାରେ ବିକ୍ରି ହେଲା ୫୦୦ ବୁଲେଟ୍‌

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଅଟୋମୋବାଇଲ ଶିଳ୍ପଠୁ ଆରମ୍ଭ କରି ବଡ ବ୍ୟବସାୟ ସବୁଥିରେ ମାନ୍ଦାବସ୍ଥା ଜାରି ରହିଥିବା କୁହାଯାଉଛି । ତେବେ ଏଭଳି ସମୟରେ ସୌଖୀନ ମୋଟର ସାଇକେଲ ବିକ୍ରି କରୁଥିବା ରୟାଲ ଏନଫିଲ୍ଡ ପକ୍ଷରୁ ଗୋଟିଏ ଦିନରେ ରାଜ୍ୟରେ ୫୦୦ ବୁଲେଟ୍ ଗ୍ରାହକଙ୍କୁ ହସ୍ତାନ୍ତର…