Latest Odisha News

BREAKING NEWS

Browsing Tag

Ayush Ministry

କରୋନା ରୋଗୀଙ୍କ ସହାୟତା ଲାଗି ‘କୋଭିଡ୍‌-୧୯ ପରାମର୍ଶ’ ହେଲ୍ପଲାଇନ୍‌ ଆରମ୍ଭ କଲା ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ରେଗୀଙ୍କ ଲାଗି ସମସ୍ୟାର ସମାଧାନ ପ୍ରଦାନ କରିବାକୁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଏକ ସହାୟତା ହେଲ୍ପଲାଇନ ଆରମ୍ଭ ହୋଇଛି। ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ୧୪୪୪୩ ବୋଲି ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି। ଏହି ହେଲ୍ପଲାଇନ ସପ୍ତାହର ସମସ୍ତ ଦିନରେ ସକାଳ ୬ ଟାରୁ…

କରୋନା ପରିପ୍ରେକ୍ଷୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମୋଦିଙ୍କ ଘରୋଇ ଉପାୟ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏହା ପାଇଁ ଔଷଧ ଏଯାଏଁ ବାହାରିପାରିନାହିଁ । ତେଣୁ ଲୋକମାନଙ୍କୁ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ସେପଟେ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଘରୋଇ ଉପାୟ…