ଜାଣିଛନ୍ତି କି? ବିରଳ ବ୍ଲଡ୍ ଗ୍ରୁପର ଅଧିକାରୀ ଅଭିନେତା ହ୍ରିତିକ୍ ରୋଶନ୍
ମୁମ୍ବାଇ: ବଲିଉଡର ଗ୍ରୀକ୍ଗଡ୍ ତଥା ସୁପରଷ୍ଟାର୍ ହ୍ରିତିକ ରୋଶନ୍ । ନିକଟରେ ଏହି ଅଭିନେତା ଜଣକ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ରକ୍ତଦାନ କରିଥିଲେ । ଆପଣ ଭାବୁଥିବେ ରକ୍ତଦାନ କରିବା ନିହାତି ଏକ ପୁଣ୍ୟ କାମ । ହେଲେ ଏହି ଘଟଣାକୁ ନେଇ ଏତେ ଚର୍ଚ୍ଚା କାହିଁକି ? ତେବେ ଏଠି ରକ୍ତଦାନ…