ଶୀତଦିନେ ଶିଶୁର ଯତ୍ନ….
ଶୀତଦିନେ ବହୁଥିବା ଶୀତୁଆ ପବନ ତ୍ୱଚାକୁ ରୁକ୍ଷ କରିଦେଇଥାଏ । ଥଣ୍ଡା ପବନ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦତାର ପରିମାଣ କମି ଯାଉଥିବାରୁ ତ୍ୱଚା ଡ୍ରାଏ ହୋଇଯାଏ । ତେଣୁ ଏହି ସମୟରେ କୋମଳମତି ଶିଶୁମାନଙ୍କର ଅଧିକ ମାତ୍ରାରେ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଏହି ସମୟରେ ଶିଶୁମାନଙ୍କ…