Latest Odisha News

BREAKING NEWS

Browsing Tag

Baby Elephant died

ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ

କେନ୍ଦୁଝର: ବିପଦରେ ଗଜରାଜ । ମାଲବାହୀ ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କର ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଂଶପାଣି ବେହେରା ହାଟିଂ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଥିଲା । ଆଜି ଆହତ ଆଉ ୨ଟି ହାତୀ ମୃତ୍ୟୁବରଣ କରିଛନ୍ତି ।…

ଅନୁଗୁଳରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: କଣିହାଁ ରେଞ୍ଜ ବାଳିପସି ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । କିଛିଦିନ ତଳେ ଦେବଗଡ ଜିଲ୍ଲାରୁ ଅନୁଗୁଳକୁ ଏକ ହାତୀପଲ ପଶି ଆସିଥିଲେ । ଏହି ହାତୀପଲରେ ଏହି ହାତୀ ଛୁଆ ଆସିଥିଲା । ଅନ୍ୟ ହାତୀମାନେ ପଳେଇ ସାରିଥିଲେ ସୁଦ୍ଧା…