୧୦ ଘଣ୍ଟା ପରେ କୂଅ ଭିତରୁ ହାତୀ ଛୁଆ ଉଦ୍ଧାର
ବାରିପଦା: ୧୦ ଘଣ୍ଟା ପରେ କୂଅ ଭିତରେ ଖସି ପଡ଼ିଥିବା ଛୁଆ ହାତୀ ଉଦ୍ଧାର ।ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ୍ ସୁରେଇଡ଼ିହି ଗାଁ କୂଅରେ ଖସିପଡ଼ିଥିବା ହାତୀ ଛୁଆ ଆଜି ଉଦ୍ଧାର ହୋଇଛି। ଦୀର୍ଘ ୧୦ ଘଣ୍ଟା ପରେ ବନବିଭାଗ ଓ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର ହୋଇଛି ଛୁଆ ହାତୀ। କୂଅରେ…