ଆଜିବି ବଞ୍ଚିଛି ପରମ୍ପରା; ଦଶହରାରେ ହେଉଛି ନିଆରା ବଳଦ ପ୍ରତିଯୋଗିତା
ଯାଜପୁର: ଶାରଦୀୟ ଦୁର୍ଗାପୂଜାକୁ ସାରାଦେଶ ମହାଆଡ଼ମ୍ବରରେ ପାଳନ କରୁଥୁବା ବେଳେ ଆଜିବି କିଛି ଗାଁରେ ବଞ୍ଚି ରହିଛି ଏହାର ପାରମ୍ପରିକ ରୀତିନୀତି ।
ଦୁର୍ଗାପୂଜାରେ ଯାଜପୁର ସହରର ଗଳିକନ୍ଦି ଭଳିକି ଭଳି ଆଲୋକମାଳାରେ ସଜେଇ ହୋଇ ଝଲସୁଛି । ଛକଛକରେ ମାଆଙ୍କ ମେଢ଼ ସାଙ୍ଗକୁ ସୁଉଚ୍ଚ ତୋରଣ…