ସନ୍ଧ୍ୟା ସୁଦ୍ଧା ବାହାରିବ ଉପନିର୍ବାଚନ ଫଳାଫଳ
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଆଗେଇ ଚାଲିଛି ଭୋଟ ଗଣତି । ସନ୍ଧ୍ୟା ସୁଦ୍ଧା ସରିଗ ଗଣତି ଏବଂ ବହାରିବ ଫଳାଫଳ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ତିର୍ତ୍ତୋଲରେ ୧୨ ରାଉଣ୍ଡ ଓ ବାଲେଶ୍ୱରରେ ୧୨ ରାଉଣ୍ଡ…