ହଜ୍ ୨୦୨୫; ବଦଳିଲା ନିୟମ, ଏଥର ମିଳିବନି ଶିଶୁଙ୍କୁ ଏଣ୍ଟ୍ରି
ଦୁବାଇ: ସାଉଦି ଆରବରେ ହଜ୍ ୨୦୨୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ଥର ତୀର୍ଥଯାତ୍ରୀଙ୍କ ସହିତ ପିଲାମାନଙ୍କୁ ନେବା ଉପରେ କଟକଣା ଲଗାଯାଇଛି। ସାଉଦି ଆରବର ହଜ୍ ଏବଂ ଉମରା ମନ୍ତ୍ରଣାଳୟ ଏ ସମ୍ପର୍କିତ ଏକ ଘୋଷଣା ମଧ୍ଯ କରିଛି।
'ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଏବଂ ହଜ୍ ଯାତ୍ରା…