Latest Odisha News

BREAKING NEWS

Browsing Tag

Ban

ବାବା ରାମଦେବଙ୍କ ପତଞ୍ଜଳିର ୫ଟି ଔଷଧ ଉପରେ ପ୍ରତିବନ୍ଧକ ପରେ ନିର୍ଦ୍ଦେଶ ଫେରାଇ ନେଲା ପ୍ରଶାସନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ନେଲେ ୟୁ-ଟର୍ଣ୍ଣ । ବାବା ରାମଦେବଙ୍କ ପତଞ୍ଜଳି ଦିବ୍ୟ ଫାର୍ମାସୀର ୫ଟି ସାମଗ୍ରୀ ଉପରେ ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ନେଇଛନ୍ତି । ନଭେମ୍ବର ୯ ତାରିଖରେ ପତଞ୍ଜଳିର ବିପିଗ୍ରିଟ୍, ମଧୁଗ୍ରିଟ୍, ଥାଇରୋଗ୍ରିଟ୍, ଲିପିଡମ୍ ଏବଂ ଆଇଗ୍ରିଟ୍ ଗୋଲ୍ଡ…

ଏଥର ଦିପାବଳୀରେ ରାଜଧାନୀରେ ବାଣ ବ୍ୟାନ୍‌

ନୂଆଦିଲ୍ଲୀ: ଏଥର ରାଜଧାନୀ‌ରେ ବାଣ ଫୁଟିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସହରରେ ଭୟଙ୍କର ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଏଥର ମଧ୍ୟ ବାଣ ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି ଦିଲ୍ଲୀ ସରକାର। ବାଣ ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ବ୍ୟାନ୍‌ ଲାଗାଯାଇଛି।…

ଏ ବର୍ଷ ଶୁଭିବନି କାଉଡିଆଙ୍କ ବୋଲବମ ଡାକ, ଲାଗିଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ବନ୍ଦ ରହିବ ବୋଲବମ ଯାତ୍ରା । ଆଉ ଶୁଭିବନି କାଉଡିଆଙ୍କ ବୋଲବମ ଡାକ । ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର । ମହାକାରୀ କରୋନାର ପ୍ରକୋପ ଦେଖି ଏଭଳି ନିଷ୍ପତି ନିଆଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା…

ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ୱର: ଏଣିକି ସରକାରୀ ଅଫିସ କିମ୍ବା ମିଟିଂରେ ପ୍ଲାଷ୍ଟିକ୍ ବ୍ୟବହାର ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ୍ ଫାଇଲ୍,…