କବିତା : ମୁଁ ଆଉ ତୁମେ
ବନ୍ଦନା ପଣ୍ଡା
ମୁଁ ଆଉ ତୁମେ
ମୁଁ ଯେ ଅସଜଡା ପ୍ରୀତି ପରଶ
ତୁମେ ମଧୁର ବଂଶୀର ଧ୍ବନି
ମୁଁ ଯେ ରାତି ଉଜାଗର ସାରସ
ତୁମେ ଲୋହିତ ପଦ୍ମର ଗ୍ଲାନି.....
ମୁଁ ଯେ ଅସରା ମମତା ଲୋତକ
ତୁମେ ନବବଧୂ ମଥାମଣି
ମୁଁ ଯେ ମିଳନ ବିରହ ପଲକ
ତୁମେ ଆଶୀର୍ବାଦ ନାଗଫଣି....
ମୁଁ ଯେ ଉଜ୍ଜଳ…