Latest Odisha News

BREAKING NEWS

Browsing Tag

Bandana Panda

କବିତା : ମୁଁ ଆଉ ତୁମେ

ବନ୍ଦନା ପଣ୍ଡା  ମୁଁ ଆଉ ତୁମେ ମୁଁ ଯେ ଅସଜଡା ପ୍ରୀତି ପରଶ ତୁମେ ମଧୁର ବଂଶୀର ଧ୍ବନି ମୁଁ ଯେ ରାତି ଉଜାଗର ସାରସ ତୁମେ ଲୋହିତ ପଦ୍ମର ଗ୍ଲାନି..... ମୁଁ ଯେ ଅସରା ମମତା ଲୋତକ ତୁମେ ନବବଧୂ ମଥାମଣି ମୁଁ ଯେ ମିଳନ ବିରହ ପଲକ ତୁମେ ଆଶୀର୍ବାଦ ନାଗଫଣି.... ମୁଁ ଯେ ଉଜ୍ଜଳ…

କବିତା : ମୋ ଚକାନୟନ

ବନ୍ଦନା ପଣ୍ଡା  ଧନ ମୋର! କାହିଁକି ଶୁଖେଇଛୁ ମୁହଁ ? ପହଣ୍ଡିରେ ଯେମିତି ଆସୁଥିଲୁ ସେମିତି ଆସିବୁ ଝୁଲି ଝୁଲି, ରାଗିଛୁକି ଆମେ କେହି ଯାଇନାହୁଁ ବୋଲି ? ବଡ଼ଦାଣ୍ଡେ ଗଲାବେଳେ ଶଗଡ଼ିରେ ଗଡ଼ି ଖୋଜିବୁନି ପାଗଳ ଭକତ ଗହଳି ଚହଳି। ହାତଟେକି କେହି ଡେଇଁବେନି, ଡାକିବେନି କେହି…