Latest Odisha News

BREAKING NEWS

Browsing Tag

Bangladesh Violence

ବାଂଲାଦେଶରେ ଓକିଲଙ୍କୁ ହତ୍ଯା ଘଟଣାରେ ୯ ଗିରଫ

ଢାକା: ବାଂଲାଦେଶରେ ଓକିଲଙ୍କ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଥିବା ଜଣାପଡିଛି। ଏହି ମାମଲାରେ ୪୬ ଜଣିଆ ଏକ ଗୋଷ୍ଠୀ ବିରୋଧରେ ମାମଲା ରୁଜୁ କରାଯାଇଥିଲା ବେଳେ ଶନିବାର ପୋଲିସ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିଛି।…

ବାଂଲାଦେଶ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ଯା

ଢାକା: ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଜାରିଥିବା ହିଂସା ଉଗ୍ର ରୂପ ନେଉଛି। ଗତ ସପ୍ତାହରେ ହିଂସା ମଧ୍ୟରେ ୯୮ ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୦୦ରୁ ଅଧିକ ହେଲାଣି। ହିଂସା ଉପରେ ନିୟନ୍ତ୍ରଣ ପାଇଁ ସରକାର ଦେଶରେ ୪ ଅଗଷ୍ଟ ସଂଧ୍ୟା ୬ରୁ…