ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ; କର୍ମଚାରୀଙ୍କ ମୋବାଇଲ ଜବତ
ନୂଆଦିଲ୍ଲୀ: ଭାରତରେ ଥିବା ବିବିସିର ଏକାଧିକ କାର୍ଯ୍ୟାଳୟ ଉପରେ ଆଜି ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଦିଲ୍ଲୀ ସ୍ଥିତ ବିବିସି କାର୍ଯ୍ୟକାଳୟ ଉପରେ ଆୟକର ବିିଭାଗ ଚଢାଉ କରି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମୋବାଇଲ ଫୋନ ଜବତ କରାଯାଇଥିବା କୁହାଯାଉଛି । ଏଥି ସହ ସେମାନଙ୍କୁ…