Latest Odisha News

BREAKING NEWS

ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ବିବିସି ଡକ୍ୟୁମେଣ୍ଟାରୀ ଫିଲ୍ମ ମାମଲା

ନୂଆଦିଲ୍ଲୀ : ବର୍ତ୍ତମାନ ବିବାଦୀୟ ବିବିସିର ଡକ୍ୟୁମେଣ୍ଟ୍ରୀ ଫିଲ୍ମ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି  । ୨୦୦୨ ମସିହାରେ ଗୁଜୁରାଟରେ ହୋଇଥିବା ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ ଏହି ଡକ୍ୟୁମେଣ୍ଟାରୀଟି ଆଧାରିତ ହୋଇଛି । ଏହି ଫିଲ୍ମରେ ଅନେକ ବିବାଦୀୟ ପ୍ରସଙ୍ଗଥିବା…

ପୁଣି ଲାଗିଲା ମାଓ ପୋଷ୍ଟର

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ଲାଗିଲା ମାଓ  ପୋଷ୍ଟର । ଉପସ୍ଥିତି ଜାହିର କଲେ ମାଓବାଦୀ  । ପୋଷ୍ଟରରେ ଲେଖା ହୋଇଛି ମେନପୁର ନୂଆପଡ଼ା ମାଓ ଡିଭିଜନ କମିଟି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଆନ୍ତର୍ଗତ ଫୁଲଚୀ ଘାଟି ନିକଟ ଫରେଷ୍ଟ ବୋର୍ଡ , ନଙ୍ଗଲବୋର୍ଡ ପଞ୍ଚାୟତ କାର୍ଯ୍ୟାଳୟ…

ଓଡ଼ାସିଂହା ହାଇସ୍କୁଲରେ ବନ୍ଧୁ ମିଳନ

କଟକ :  କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ଓଡ଼ାସିଂହା ହାଇସ୍କୁଲରେ ୧୯୮୧ ମାଟ୍ରିକ ବ୍ୟାଚ୍‌ର ଦ୍ବିତୀୟ ବନ୍ଧୁମିଳନ ଜାନୁଆରୀ ୨୯ ତାରିଖରେ ଆନନ୍ଦ ଉଲ୍ଲାସର ସହ  ପାଳିତ ହୋଇଯାଇଛି । ସେଠାରେ ଉପସ୍ଥିତ ଥିବା ବନ୍ଧୁମାନେ ପୁରୁଣା ଦିନର ସ୍ମୃତି ମନେ ପକାଇ ବନ୍ଧୁମିଳନକୁ ବେଶ୍‌ ଉପଭୋଗ କରିଥିଲେ…

ବକ୍ସ ଅଫିସ୍‌ର ବାଜିଗର ବନିଲେ ଶାହାରୁଖ

ବ୍ୟୁରୋ : ଦୁନିଆ ସାରା ଲୋକ ଏବେ ଶାହାରୁଖଙ୍କ କ୍ରେଜରେ ଦିୱାନା । ଶାହାରୁଖଙ୍କ ଏହି ସଫଳତା ବକ୍ସ ଅଫିସରେ ତାଙ୍କୁ ବାଜିଗର କରି କରିଛି । ଜବରଦସ୍ତ ରୋଜଗାର ପରେ ପଠାନ ପିଲ୍ମ ପାଇଁ ଏବେ ପରୀକ୍ଷାର ସମୟ ଆରମ୍ଭ ହୋଇସାରିଛି । ଶାହାରୁଖ ଫିଲ୍ମକୁ ଲଙ୍ଗ ୱିକେଣ୍ଡର ଜବରଦସ୍ତ ଫାଇଦା ମିଳିଛି।…

ଶସ୍ତାରେ ମିଳୁଛି କାଜୁ : କିଲୋ ପିଛା ୩୦

ଜାମତରା : ଆପଣମାନେ ଜାଣିଥିବେ କାଜୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆଉ ଏହାକୁ ପିଲାଠୁ ବୃଦ୍ଧା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହାକୁ କିଣିବା ଏତେ ସହଜ ନୁହେଁ। କାରଣ ଏହାର ଦାମ୍‌ ବଜାରରେ କିଲୋଗ୍ରାମ ପ୍ରତି ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ଧନୀ…

ମେକ୍ସିକୋର ନାଇଟ କ୍ଲବରେ ଗୁଳିକାଣ୍ଡ, ୮ ମୃତ

ବ୍ୟୁରୋ : ଉତ୍ତର ଆମେରିକାର ଉତ୍ତର ମେକ୍ସିକୋର ଜେରେଜ ସହରର ଏକ ନାଇଟୀ କ୍ଲବରେ ହୋଇଛି ଗୁଳିକାଣ୍ଡ । ଏହି ଗୁଳିକାଣ୍ଡ ରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନାଇଟ୍ କ୍ଲବର କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତର ମେକ୍ସିକୋ…

ମନ୍ଦିର ନ ଥିବା ଗାଁ; ମନ୍ଦିର ତିଆରି କଲେ ହୁଏ ଆକସ୍ମିକ ମୃତ୍ୟୁ

ବିହାର: ସିୱାନ୍ ଜିଲ୍ଲା ଅନ୍ତର୍ଗତ ସୁରଭୀର ଗ୍ରାମରେ ରହିଛି ଏକ ରହସ୍ୟମୟ କଥା । ଏହା ହେଉଛି ଏମିତି ଏକ ଗାଁ, ଯେଉଁଠାରେ ଗୋଟିଏ ବି ମନ୍ଦିର ନାହିଁ। ଏଠାରେ ଥିବା ଦେବାଦେବୀମାନେ ଖୋଲା ଆକାଶ ତଳେ ଅଛନ୍ତି। ଗାଁରେ ଯେଉଁମାନେ ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କରିନ୍ତି ସେମାନଙ୍କର ରହସ୍ୟମୟ…

ଲୁଣ କେଜି ୩୫ ହଜାର

ବ୍ୟୁରୋ : ଆପଣମାନେ ସସସ୍ତେ ଜାଣିଥିବେ ଦୁନିଆର ଏମିତି କିଛି ଖାଦ୍ୟ ନାହିଁ ଯାହା ବିନା ଲୁଣରେ ପ୍ରସ୍ତୁତ କରାଯାଏ । ସେଥିପାଇଁ କଥାରେ ଅଛି ରୋଷେଇ ଘରେ ଲୁଣର ସ୍ଥାନ କିଛି ସ୍ବତନ୍ତ୍ର ।  କାରଣ ଏହା ଉପରେ ଖାଦ୍ୟର ସ୍ବାଦ ନିର୍ଭର କରିଥାଏ ।  ଆଉ ଏକଥା ବି ଜାଣିଥିବେ ଯେ, ଏବେ ମାର୍କେଟରେ…

ଅଷ୍ଟ୍ରେଲିଆରେ ଭାରତୀୟଙ୍କୁ ଆକ୍ରମଣ

ଅଷ୍ଟ୍ରେଲିଆ : ସାମ୍ନାକୁ ଆସିଲା ଅଷ୍ଟ୍ରେଲିଆର ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠାରେ ଖଲିସ୍ତାନି ସମର୍ଥକ ମାନେ ଜାତୀୟ ପତାକା ଧରିଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଷ୍ଟ୍ରେଲିଆ ଟୁଡେ ଏକ ରିପୋର୍ଟ କରିଛି। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । କେବଳ ଏତିକି…

ସୋଲାପୁରର ବ୍ରିଜରୁ ଡେଇଁ ୧୨ ହରିଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ଏକ ପୋଲରୁ ଡେଇଁ ୧୨ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି  ମହାରାଷ୍ଟ୍ରର ସୋଲାପୁରସ୍ଥିତ ସୋଲାପୁର-ମାଣ୍ଡ୍ରୁପ ରାସ୍ତାରେ ଥିବା ଏକ ବ୍ରିଜ୍ ନକଟରେ । ହଠାତ୍ ପୋଲରୁ ଡେଇଁବାରୁ ୧୨ ମୃଗଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଆହତ ହୋଇଛନ୍ତି।…