ପୁସ୍ତକ ପରିଚୟ : ଭଙ୍ଗାଘର
ଭଙ୍ଗାଘର
କବି : ରବୀନ୍ଦ୍ର ଜେନା
ସର୍ବୋଦୟ ସାହିତ୍ୟ ସଂସଦ, ପୁରୀ
ପୃଷ୍ଠା : ୬୮
ମୂଲ୍ୟ : ୬୦
ଭଙ୍ଗାଘରର ଉଜୁଡ଼ା ସଂସାରୀ ' ରବି ଜେନା ' । ଏ ବିଚିତ୍ର ଦୁନିଆଁରେ ଯେଉଁଠି ପ୍ରତି ମୁହୂର୍ତ୍ତରେ ମିଳେଇଯାଏ ସମ୍ପର୍କ, ଧ୍ଵଂସ ପାଉଥାଏ କେଉଁଠି ନା କେଉଁଠି ଚେନାଏ ଉର୍ବର ଭୂଇଁ, ମରି…