ଭାଷା ଭାଗବତ : ଭାଷୋଦୟ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜ୍ଞାନକୁ ରଖିଥିଲେ ସଂଚି
ସମାଜ ଆପେ ପାରେ ବଂଚି
ଋଷିଂକ କଥା ଶୁଣି ଚାଷୀ
କେବେ ତ ହୁଏନି ସନ୍ନ୍ୟାସୀ !
ଜ୍ଞାନ ବଳେ ଚଳେ ଏ ବିଶ୍ବ
ଧନ ଥାଇ ବି ମନ ନିଃସ୍ବ
ହୋଇଲେ, ଘଟଇ ବିନାଶ
ଏ ସତ୍ୟ କରେଁ ମୁଁ ବିଶ୍ବାସ…