Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ : ଭାଷା ଉପରେ ଭରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୧  ବିବର୍ତନର ଧାରା ଧରି ଅକ୍ଷର ହୋଇଛି ଯେପରି ତାହାକୁ କରୁଁ ବ୍ୟବହାର ଉନ୍ନତି ଘଟିବ ଭାଷାର ବଖାଣି ଅତୀତର ଗାଥା ଅଯଥା ଘାଂଟି ନିଜ ମଥା ସୁଧୁରି ଯାଏନି ଅବସ୍ଥା ଏହା ତ ଜଣାଶୁଣା କଥା ଅଧ୍ୟୟନ କି…

ଭାଷା ଭାଗବତ : ଏକାକୀ ସେବାରତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୦  ପହଁରା ଆସେ ମୋତେ, ସତ ନଦୀରେ ଥିଲେ ଜଳାବର୍ତ ତତ୍କାଳ ପଡ଼େନାହିଁ ଡେଇଁ ଦେଖେଁ କେବଳ ତଟେ ଥାଇ କଥା ବୋଇଲେ କୋଳାହଳ ଯୁକ୍ତି ମାତ୍ରକେ ଗଂଡଗୋଳ ଯେଉଁଠି ଗୋଷ୍ଠୀର ପ୍ରବୃତ୍ତି ସେଆଡ଼େ ଯାଏନାହିଁ ମତି…

ଭାଷା ଭାଗବତ : ଭାଷା ବଦଳୁଥାଏ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୭  ସ୍ଥାନ କାଳ ଓ ପାତ୍ର ଘେନି ଭାଷା ବଦଳୁଥାଏ ଜାଣି ତହିଁରେ ଖଂଜିଲେ ଔଚିତ୍ୟ ............ଖଞ୍ଜିଲେ ......... କେବେ ବି ହୁଏନାହିଁ ସତ୍ୟ ପିଲା , ବୁଢା ଓ ସୁଶିକ୍ଷିତ ସଭିଏଁ ପୋଷି ସମ ମତ କହିବେ…

ଭାଷା ଭାଗବତ : ଜ୍ଞାନ ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୪ କୀଟାଣୁ ଜୀବାଣୁ ବୀଜାଣୁ ଶୁକ୍ରାଣୁ ବିଷାଣୁ ଭୂତାଣୁ କିଏ ବା କେତେ କ'ଣ ଜାଣୁ? କିଂତୁ ବଖାଣୁ ଏଣୁତେଣୁ ଏପରି ମଣିଷ ସ୍ବଭାବ କେଜାଣେ କେବେ ବଦଳିବ କାହିଁକି ଏ ସୀମା ଲଂଘନ? ଏବେ ପଚାରୁଁ ଏହି ପ୍ରଶ୍ନ…

ଭାଷା ଭାଗବତ : ଭାଷାର ଲକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୩  ଶୈଶବେ ହେଲେ କୌତୂହଳୀ ଜ୍ଞାନ ପ୍ରବେଶି ନାନା ଭଳି କରି ଶିଶୁକୁ ଜ୍ଞାନବଂତ ସର୍ବଦା ଥାଏ ତା ସହିତ ଯୌବନ ମୁଖ୍ୟତଃ ଚଂଚଳ ବଦଳୁଥାଏ ପ୍ରତି ପଳ ଏକାଗ୍ର ହୁଏନାହିଁ ଧ୍ୟାନ ସ୍ଥିର ହୁଏନି ଯୁବାମନ ସାଧକ…

ଭାଷା ଭାଗବତ : ଶିଶୁର ଭାଷା ଶିକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୨ ଶିଶୁ ଯାହା ବି ଶୁଣେ କାନେ ସବୁ ସାଇତି ରଖେ ମନେ ପାଟିରେ କହେ ଶବ୍ଦମାନ ଆପେ ବଢ଼ାଏ ଭାଷାଜ୍ଞାନ ଏପରି ଶିକ୍ଷା ସ୍ବାଭାବିକ ବୁଝଂତି ଅପାଠୁଆ ଲୋକ ଅଥଚ ସୁଜ୍ଞାନୀ ପଂଡିତ ସର୍ବଦା ଶିଖାଂତି ସଂସ୍କୃତ…

ଭାଷା ଭାଗବତ : ଭାଷା ଗୁଣାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୧  ବହୁ ଭାଷାର ଶବ୍ଦ ଆସି ଏହି ଭାଷାରେ ଯାଇ ମିଶି ଏବେ ତ ହେଲେଣି ଆମର ଉତ୍ସ ନ ପଚାରୁଁ କାହାର ଶବ୍ଦ ଉପରେ ଅଧିକାର ସମାନ ଯେଣୁ ସଭିଂକର କରଂତି ଲୋକେ ବ୍ୟବହାର ସତେ କି ଏକାଂତ ନିଜର ଶବ୍ଦଟେ ହୋଇଲେ…

ଭାଷା ଭାଗବତ : ସ୍ବୀକାରୋକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୦ ନିଜେ ହିଁ ନିଜକୁ ସୁଧାରି ଭାଷା ସାଗର ହେବି ପାରି ତଟନିବାସୀ ଧରି ଭୟ କରି କରାଂତି କାଳ କ୍ଷୟ ଉତ୍କଟ ସଂକୀର୍ଣ ସ୍ବଭାବ ଯୋଗୁଁ ତ ଉତ୍କର୍ଷ ଅଭାବ ମୁଁ ହେଲେ ସୁଦ୍ଧା ଦୂରବାସୀ ସ୍ବଭାଷା ଘୋଷି…

ଭାଷା ଭାଗବତ : ଦ୍ବିରୂପୀ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୯  ସ୍ବର୍ଣ୍ଣିମ ସ୍ପର୍ଦ୍ଧିତ ବର୍ଦ୍ଧିଷ୍ଣୁ ସ୍ବର୍ଣିମ ସ୍ପର୍ଧିତ ବର୍ଧିଷ୍ଣୁ ଉଭୟ ରୂପ ଚଳେ ଯେଣୁ ପରିଷ୍କୃତକୁ ଏବେ ମାନୁ ମୁହୂର୍ତ୍ତ ସୌହାର୍ଦ୍ଦ୍ୟ ତଦୂର୍ଦ୍ଧ୍ବ ମୁହୂର୍ତ ସୌହାର୍ଦ ତଦୂର୍ଧ୍ବ ଉଭୟ…

ଭାଷା ଭାଗବତ : ସଂଧି ପ୍ରସଂଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୮  ବର୍ଣ ସହିତ ବର୍ଣ ଯୋଡ଼ି ସଂଧିଜ ବର୍ଣ ହୁଏ ଗଢ଼ି ମାତ୍ରାକ୍ଷର ଓ ଫଳାକ୍ଷର ଭାଷାରେ ଅଛି ଭରପୂର ବର୍ଣସଂଧି ଓ ଶବ୍ଦସଂଧି ହେତୁ ଅକ୍ଷର ହୁଏ ବାଂଧି ନୁହେ ତା ବାଧ୍ୟତାମୂଳକ ବୁଝଂତୁ ପାଠକ ଲେଖକ…