Latest Odisha News

BREAKING NEWS

Browsing Tag

bhasa bhagbat

ଭାଷା ଭାଗବତ : ଅନ୍ୟ ଭାଷା ପ୍ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପିଲାଦିନରୁ ଭାଷା ଶିଖି ମଣିଷ ପାରେ ପଢ଼ି, ଲେଖି ଶୁଣିଲେ ବୁଝଇ ଭାବାର୍ଥ ବଢ଼ାଏ ନିଜର ସାମର୍ଥ୍ୟ ବୟସ ବଢ଼ିବା ସହିତ ଅନ୍ୟାନ୍ୟ ଭାଷାକୁ ଆୟତ୍ତ କରେ ନିଜ ଅଭ୍ୟାସ ବଳେ ଅନେକ ଭାଷା ଧରି ଚଳେ ଆମର ଦେଶ ବହୁଭାଷୀ…

ଭାଷା ଭାଗବତ : ଭାଷାର ସଂବଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ମାତ୍ରକେ ବଂଧନ ତହିଁରୁ ମୁକୁଳିଲେ ଜନ ହୁଅଇ ପ୍ରକୃତ ସ୍ବାଧୀନ ଅର୍ଥାତ୍‌ ନିଜ ଇଚ୍ଛାଧୀନ ବାଛି ବିଚାରି କାର୍ଯମାନ କରେ ସେ ନିଜେ ସମାପନ ନିଜକୁ କରି ସଂଶୋଧନ ବିତାଏ ଆନଂଦେ ଜୀବନ ଅନ୍ୟର କଥାକୁ…

ଭାଷା ଭାଗବତ : ସତ୍ୟାଂଶ ଆପେ ଭୟଂକର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାଂଶ ହେଲେ ସୁଦ୍ଧା ଲେଖା ପୂର୍ଣସତ୍ୟ ଦିଏନି ଦେଖା ସତ୍ୟକୁ ରଖିଲେ ଆବୃତ ହୁଏନି ପୂରା ପ୍ରକଟିତ ମିଥ୍ୟାଠାରୁ ବି ଭୟଂକର ଅର୍ଧସତ୍ୟର ଏ ସଂସାର ଚଳୁଛି ଭାଷାର ଚାତୁରୀ ସତ୍ୟ ଯାଉଛି ସ୍ବତଃ ହାରି ଯାହା ମନରେ…

ଭାଷା ଭାଗବତ : କୃତିର ମହତ୍ତ୍ୱ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଂଦା ଶୁଣିଲେ ବାରଂବାର ସଂକଳ୍ପ ନିଂଦିତ ଲୋକର ହୁଏ ଅଧିକ ଦୃଢ଼ୀଭୂତ ସେ ରହେ ସ୍ବେଚ୍ଛା କର୍ମରତ ନିଂଦାଗର୍ଭିତ କଟୁବାଣୀ ଯେତେ ଲୋକ ଥାଆଂତି ଶୁଣି କର୍ମର ପରିଣାମ ଦେଖି ହୁଅଂତି ସଂକଳ୍ପର ସାକ୍ଷୀ ନିଂଦା…

ଭାଷା ଭାଗବତ : ଭାଷାର ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେହେତୁ ଭାଷା ମନ-ଝର କେଉଁଠି ଗତିପଥ ତା'ର ହୁଏନି ପୂର୍ବନିର୍ଧାରିତ ପ୍ରବାହ ହୁଏ ଅବିରତ ଉଚ୍ଚ ଶିଖରେ ଜାତ ହୋଇ ନିମ୍ନ ଆଡ଼କୁ ଯାଏ ବହି ହୁଅଇ ଦୀର୍ଘ ଓ ବିସ୍ତୃତ ଜଳଭାଗରେ ହୁଏ ଲୁପ୍ତ ଭାଷାର ଏପରି ସ୍ବଭାବ…

ଭାଷା ଭାଗବତ : ବିଶ୍ବ ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ବ ଆନଂଦ ପରିପୂର୍ଣ ପ୍ରଭୁଂକ ସର୍ଜନା ନିଖୁଣ ବୈପରୀତ୍ୟର ସମ୍ମିଶ୍ରଣ ଅବୋଧ୍ୟ ଏହାର କାରଣ ଚକ୍ରାକାର ଏ ମହାବିଶ୍ବ ନାହିଁ ଆରଂଭ, ନାହିଁ ଶେଷ କିଏ ସଂପନ୍ନ, କିଏ ନିଃସ୍ବ ଅମୃତ ସହ ଥାଏ ବିଷ ତର୍କସଂଗତ…

ଭାଷା ଭାଗବତ : ଅବିବେକୀ ତୁଂଡ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଖି ଦୁଇଟି ମୂକ ସାକ୍ଷୀ ମୁହଁରେ ରହିଛଂତି ଲାଖି ଉଭୟେ ବାକ୍‌ଶକ୍ତି ବିହୀନ ଦେଖୁଥାଆଂତି ଦୃଶ୍ୟମାନ ମୁଂଡର ଦୁଇ ପାଖେ କାନ ଶୁଣଂତି ଅସରା ବଚନ କିଛି ପାରଂତିନାହିଁ କହି ଥାଆଂତି ମୂକ ହୋଇ ରହି କେବଳ ଅବିବେକୀ…

ଭାଷା ଭାଗବତ : ବ୍ୟକ୍ତିର ପ୍ରବୃତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜୀବନ ନୁହଇ ବେଉସା ଅଯଥା ହାନି ଲାଭ କଷା କରିଲେ ପୂରେନାହିଁ ଆଶା ବଢ଼ଇ ବିଭିନ୍ନ ଦୁର୍ଦଶା ମଣିଷ ବୁଦ୍ଧିମାନ ଜୀବ ହେଲେ ହେଁ ଏ ସଂସାରୁ ଯିବ ପୀଡ଼ାରୁ ମିଳେନାହିଁ ମୁକ୍ତି ଅଯଥା ଅନର୍ଗଳ ଯୁକ୍ତି ଯୌକ୍ତିକତାକୁ…

ଭାଷା ଭାଗବତ : ବଡ଼ ସୃଷ୍ଟିର ସାନ ଅଂଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ଅଛୁଁ ଆମେ ରହି ସ୍ବତଃ ଶରଣାପନ୍ନ ହୋଇ ଇଚ୍ଛା ଅନିଚ୍ଛା ନିରପେକ୍ଷ ପ୍ରୟାସ ସବୁ ନିରର୍ଥକ ସୃଷ୍ଟିର ଅଂଶଟିଏ ହୋଇ ସ୍ରଷ୍ଟାଂକୁ ମାଗୁଛୁଁ କିପାଇଁ ? ଜୀବଧର୍ମ ହିଁ ସର୍ବୋତ୍ତମ ଜୀବ ମାତ୍ରକେ କରେ କର୍ମ…

ଭାଷା ଭାଗବତ : ଭାବର ଜୀବନ୍ୟାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ଭାଷାଭାଷୀ ବ୍ୟକ୍ତି ଯୋଗାଂତି ସ୍ବଭାଷାକୁ ଶକ୍ତି ଆବଶ୍ୟକତା ଅନୁସାରେ ଭାଷା ବିବିଧ ରୂପ ଧରେ ମଣିଷ ସ୍ବରୁଚି ସଂଭାଳି କହେ ଓ ଲେଖେ ଭଳି ଭଳି କେହି ନୁହଂତି କାହା ପରି ସର୍ବେ ସମାନ ଅଧିକାରୀ ନିଜ…