Latest Odisha News

BREAKING NEWS

Browsing Tag

bhasa bhagbat

ଭାଷା ଭାଗବତ : କାଳୋପଯୋଗୀ ଯଂତ୍ରଲିପି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୧  କାଳୋପଯୋଗୀ ଯଂତ୍ରପାତି କରଂତି ଲିପିର ଉନ୍ନତି ପତ୍ର, କାଗଜ ଦେଇ ଛାଡ଼ି ଅବସ୍ତୁ ରୂପେ ଯାଏ ମାଡ଼ି ଅଂତର୍ଜାଲରୁ ହୋଇ ଚ୍ୟୁତ ଲିପିଟେ ବେଶି ବ୍ୟବହୃତ ହେବାର ସଂଭାବନା ଲୁପ୍ତ ହେବାରୁ କିପାଇଁ ଚିଂତିତ ବିଶ୍ବ ବ୍ୟବସ୍ଥା…

ଭାଷା ଭାଗବତ : ବହୁବର୍ଣୀ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୬ ଯେ ଯାହା ଶିଖେ ପିଲାଦିନୁ ପାସୋରି ନ ପାରିଲେ ମନୁ ମୁଖସ୍ଥକରା ଜ୍ଞାନ ଧରି କାମରେ ନ ଲାଗେ କାହାରି କାଳ ସଂଗେ ମିଳାଇ ତାଳ ଜାଣିବା ନିମଂତେ ବ୍ୟାକୁଳ ହୋଇ ଯେ କରଇ ସଂଧାନ ପାଏ ସେ ସଦ୍ୟତମ ଜ୍ଞାନ ପରିବର୍ତନ…

ଭାଷା ଭାଗବତ : ଲୁପ୍ତ ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୪  ଦେଖୁଁ ପୁରୁଣା ବହିପତ୍ର ଏ ଲିପି ଥିଲା କି ବିଚିତ୍ର କୁକ୍କୁର କଚ୍ଛପ ଓ ପୁତ୍ତ୍ର ଧର୍ମ୍ମ ବି ଏପରି ମୁଦ୍ରିତ ଏପରି ଲିଖନ ଅଭ୍ୟାସ ଆପେ ହୋଇଛି ଏବେ ନାଶ କିଂତୁ ଆହୁରି ବହୁ ଶବ୍ଦ ଏଯାଏଁ ଭାଷାକୁ ବିପଦ ଯେଉଁ…

ଭାଷା ଭାଗବତ : ଯୁକ୍ତାକ୍ଷର, ମୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୩ ଅନୁସ୍ବାର ସୂଚକ ଶୂନ ସହିତ କଖଗଘ ବର୍ଣ ଉଭୟ ହୋଇଲେ ସଂଲଗ୍ନ *ଙ୍‌* କରିଥାଉଁ ଉଚ୍ଚାରଣ ଅଂକ ଶଂଖ ଓ ସଂଗ ସଂଘ ଅଙ୍‌କ ଶଙ୍‌ଖ ଓ ସଙ୍‌ଗ ସଙ୍‌ଘ ଅଙ୍କ ଶଙ୍ଖ ଓ ସଙ୍ଗ ସଙ୍ଘ ସମୋଚ୍ଚାରିତ, ବୁଝୁଁ ଆଗ ଅନୁସ୍ବାର ଅର୍ଥକ ଶୂନ…

ଭାଷା ଭାଗବତ : ଭାଷାର କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୨  ପ୍ରତ୍ୟେକ ଲୋକ ନିଜ ଭଳି ଜିଇଁ ସଂସାରେ ଥାଂତି ଚଳି କେ ଖାଏ ଛେନା ସରପୁଳି ଆଉ କେ ମୁଢ଼ି ବା ଚକୁଳି କେ ରହେ ପୈତୃକ ଭବନେ ଆଉ କେ ଜନହୀନ ବନେ କେ ଶୁଏ ନରମ ଗଦିରେ ଆଉ କେ ଶୁଖିଲା ନଦୀରେ ସଭିଏଁ ହେବେ ସର୍ବସମ ଭାବନା…

ଭାଷା ଭାଗବତ : ପଦ୍ୟକାର, କବି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୦ ପୁନର୍ଲିଖନକାରୀ କବି ନିଜର ମନରେ ନ ଭାବି ପଠିତ ପାଠର ଲିଖନ କରଂତି ପ୍ରାୟ ଘନଘନ ଲେଖା ନ ହେଲେ ସ୍ବରଚିତ ନ ରହି ସମୟ ସହିତ ପୁନରାବୃତ୍ତି ହୋଇଥାଏ କିଛି ବି ନୂତନ ନ ହୁଏ ସ୍ବାନୁଭୂତିରୁ ପାଇ ତଥ୍ୟ ଯାହା ବି…

ଭାଷା ଭାଗବତ : ଭାଷା ସମନ୍ବୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୩  ପ୍ରାଚୀନ ସହିତ ନୂତନ ଭାଷାରେ କରେ ଅବସ୍ଥାନ କିଛି ବି ହୁଏନି ନିଶ୍ଚିହ୍ନ ଏହା ହିଁ ଅକ୍ଷରର ଗୁଣ ସବୁ କାଳର ସମନ୍ବୟ ଭାଷାରେ ଚଳେ ଅହରହଃ କାଳୋତ୍ତୀର୍ଣ ଓ ସ୍ଥଳୋତ୍ତୀର୍ଣ ହୋଇ ବଢ଼େ ଲିପିର ମାନ ଯା ଥିଲା,…

ଭାଷା ଭାଗବତ : ସାହିତ୍ୟ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୩  ଉଚିତ ଭାବରୁ ଔଚିତ୍ୟ ସହିତ ଭାବରୁ ସାହିତ୍ୟ ଏପରି ହୋଇଛି ବିଧାନ ନୁହେ ମତ କି ଅନୁମାନ ଉଦ୍ଧତ ଭାବରୁ ଔଦ୍ଧତ୍ୟ ତହିଁରେ ନାହିଁ ତିଳେ ସତ୍ୟ ତେଣୁ ତହିଁର ପ୍ରଦର୍ଶନ ନ ହୋଇପାରେ ସମୀଚୀନ ଲେଖକ ହେଲେ…

ଭାଷା ଭାଗବତ : ଶବ୍ଦର ଗମନାଗମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୭ ଶବ୍ଦର ଗମନାଗମନ ଭାଷାରେ ଚାଲେ ପ୍ରତିଦିନ ବିସ୍ମୃତ ଶବ୍ଦ ଆଣି ଖୋଜି ବାକ୍ୟରେ ଦେଲେ ସୁଦ୍ଧା ଖଂଜି ପାଠକ ନ ବୁଝିଲେ ଅର୍ଥ ଲେଖକ ଶ୍ରମ ହୁଏ ବ୍ୟର୍ଥ ଚଳିତ ସମୟର ଭାଷା ଲେଖିଲେ ଲାଗଇ ସରସା ତତ୍କାଳ ଭାବ…

ଭାଷା ଭାଗବତ : ଲିପି ପାଏ ଲୋପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୨  ଭାଷୀଂକ ଶ୍ରମକାତରତା ଯୋଗୁଁ ଏ ଭାଷାର ଅବସ୍ଥା ହେଲାଣି ଅତି ଶୋଚନୀୟ ମିଳୁନି ସୁରକ୍ଷା ଉପାୟ ଉତ୍ସାହ ସଂଚାରକ ବାଣୀ ଯେତେ କହଂତି ଜ୍ଞାନୀ ଗୁଣୀ ଭାଷୀଏ ପାରଂତିନି ଶୁଣି ଶୁଣିଲେ ନିଅଂତିନି ମାନି କରି ଅତୀତ କୀର୍ତିଗାନ…