ଭାଷା ଭାଗବତ : ଶ-ଷ-ସ ସହିତ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୨୬
ଅଂଶ ଦଂଶ ଓ ବଂଶ ଭ୍ରଂଶ
କଂସ ହଂସ ଓ ଧ୍ବଂସ ମାଂସ
କେତେକାଂଶ ଓ ଅଧିକାଂଶ
ଶବ୍ଦରେ ଶ ଓ ସ ନିବାସ
କରୁଁ ନ କରୁଁ ଉଚ୍ଚାରଣ
ଲିଖନ ଧାରା ବହମାନ
ତହିଁରେ ଖଂଜିଦେଲେ ବାଧା
ହେବ ବିବିଧ ଅସୁବିଧା
କର୍କଶ…