ଲକ୍ଡାଉନ୍ ଡାଏରୀ: ରୋଷେଇ ଶିଖା, ପେଣ୍ଟିଂ ଓ ନୃତ୍ୟ ଅଭ୍ୟାସରେ କଟୁଛି ଚୁଲ୍ବୁଲି ଭୂମିକାଙ୍କ ଦିନ
ଭୁବନେଶ୍ୱର: ଲକ୍ ଡାଉନକୁ ଦୁଇ ସପ୍ତାହ ବିତିଲାଣି । ଲୋକେ ଘର ଭିତରେ ରହି ରହି ବିରକ୍ତ ହୋଇଗଲେଣି । ପିଲାଙ୍କ ପାଇଁ ସ୍କୁଲ କଲେଜ ମନା ସେପଟେ ଖେଳ ପଡିଆ ବି ମନା । ତେଣୁ ଘରେ ରହି ରହି ସମସ୍ତେ ଅଣନିଶ୍ୱାସୀ ପ୍ରାୟ । ତେବେ ଏସବୁ ଭିତରେ ବ୍ୟସ୍ତବହୁଳ ଜୀବନରେ କେବେ ବେଶୀ ସମୟ ଘରେ ରହିବାର…