ବିଶ୍ୱର ଟପ୍ ୫୦୦ ତାଲିକାରେ ରହିବାକୁ ପ୍ରସ୍ତୁତ ହେଉଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ !
ବାରାଣାସୀ: ବିଶ୍ୱର ଟପ ୫୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ଲକ୍ଷ୍ୟରେ ଇନଫ୍ରାଷ୍ଟ୍ରକଚର ବଢାଇବାରେ ଲାଗିଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ।
ଇନଷ୍ଟିଟିଉଟ ଅଫ୍ ଏକ୍ସଲେନ୍ସ ସ୍କିମ ଅଧୀନରେ ଶୈକ୍ଷିକ ଓ ଗବେଷଣା ସୁବିଧାକୁ ଅପଗ୍ରେଡ କରିବା ନିମନ୍ତେ କେନ୍ଦ୍ର ତରଫରୁ ଅନୁଷ୍ଠାନକୁ…