Latest Odisha News

BREAKING NEWS

Browsing Tag

Bhubaneswar Kendriya Vidyalaya-1

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲିବା ପରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଂକ୍ରମିତ ହେଉଛନ୍ତି । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା । କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଦୁଇ ମାସ…

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଜଣେ ଛାତ୍ର କରୋନା ପଜିଟିଭ୍

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ୱର XIMB ପରେ କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଛାତ୍ରଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସେ ଗତ ଶନିବାର ଦିନ ପରୀକ୍ଷା ଦେବାକୁ ଆସିଥିଲେ ।  ବର୍ତ୍ତମାନ…