Latest Odisha News

BREAKING NEWS

Browsing Tag

big breaking

ମାଲକାନଗିରି କୁଲାବେଡା ଗ୍ରାମରେ ମାଓବାଦୀ ପୋଡିଲେ ବନ ବିଭାଗର ନର୍ସରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁଲାବେଡା ଗ୍ରାମରେ ମାଓବାଦୀ ପୋଡିଲେ ବନ ବିଭାଗର ନର୍ସରୀ। ଏଥିରେ ପ୍ରାୟ ୨୦ ହଜାର ଚାରା ଗଛ ନଷ୍ଟ ହୋଇଥିବା ଥିବା ବେଳେ ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ପଡିଥିବା ସୂଚନା ମିଳିଛି।

ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓ ହିଂସା

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହେଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ବର ଅବସ୍ଥାରେ ଥିବା ଜଣାପଡିଛି । ଶହୀଦ ଯବାନଙ୍କ ନା ଥରେନ୍ଦ୍ର କୁମାର ନାୟକ ଓ ଗୁରତ୍ୱର ଯବାନ ଅମର ଠାକୁର ।…