Latest Odisha News

BREAKING NEWS

Browsing Tag

bigg boss 16

ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ

ନୂଆଦିଲ୍ଲୀ : ଲୋକପ୍ରିୟ ରିଆଲିଟି ସୋ' ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ । ଗ୍ରାଣ୍ଡ ଫିନାଲେରେ ବାଜି ମାରି ନେଇଛନ୍ତି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍‌ ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ ସଲମାନ ଖାନ୍‌ ଷ୍ଟାନ୍‌ ଓ୍ବିନର ଏବଂ ଶିବ ଠାକ୍ରେଙ୍କୁ…

ବିଗ୍ ବସ୍ ୧୬: ଫ୍ୟାନ୍ସଙ୍କୁ ପସନ୍ଦ ଆସୁନାହିଁ କରନ ଜୋହରଙ୍କ ହୋଷ୍ଟିଂ

ମୁମ୍ବାଇ: ଲୋକପ୍ରିୟ ଶୋ ବିଗ୍ ବସ୍ ହାଉସରେ ଚାଲିଥିବା ୱିକେଣ୍ଡ ୱାରରେ କରନ ଜୋହର ହୋଷ୍ଟ କରୁଛନ୍ତି। କିନ୍ତୁ ଦର୍ଶକଙ୍କୁ ସଲମାନ ଖାନଙ୍କ ହୋଷ୍ଟ ବହୁତ ପସନ୍ଦ ଆସୁଛି ଏବଂ କରନଙ୍କ ହୋଷ୍ଟକୁ ନାପସନ୍ଦ କରୁଛନ୍ତି ଦର୍ଶକ। ସଲମାନ ଖାନ ଯେପରି ପ୍ରତିଯୋଗୀମାନଙ୍କ ସହ କଥାବାର୍ତ୍ତା କରନ୍ତି ଏବଂ…

ବିଗ୍ ବସ୍ ୧୬ରେ ପ୍ରିୟଙ୍କାଙ୍କ ସହ ଅଙ୍କିତଙ୍କ ସମ୍ପର୍କକୁ ନେଇ ଖୁଲାସା

ମୁମ୍ବାଇ: ବିଗ୍ ବସ୍ ୧୬ ରେ ଦିନକୁ ଦିନ ରମାଞ୍ଚକର ହେଉଛି। ଏଠାରେ କ୍ୟାପଟେନସିପରେ ଯେଉଁ ବ୍ୟକ୍ତି ଥାନ୍ତି ତା ସପକ୍ଷରେ ବାକି ପ୍ରତିଯୋଗୀମାନେ କଥା ହୁଅନ୍ତି। ଗତ ଦିନ ୱିକେଣ୍ଡ ୱାର ଥିଲା। ଏଥର ଏହାକୁ କରନ ଜୋହର ଆୟୋଜନ କରିଥିଲେ। ସଲମାନ ଖାନଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଯୋଗୁଁ କେବଳ ଏହି…

ବିଗ୍ ବସ୍-୧୬ରେ ଏଣ୍ଟ୍ରି କରିବେ କି ଶେର୍ଲିନ୍ ଚୋପ୍ରା? ଟୁଇଟରେ ସାଜିଦଙ୍କୁ କଲେ ଟାର୍ଗେଟ

ମୁମ୍ବାଇ: ବିଗ୍ ବସ୍ ୧୬ ର ବିବାଦୀୟ ପ୍ରତିଯୋଗୀ ସାଜିଦ୍ ଖାନଙ୍କ ପ୍ରବେଶକୁ ନେଇ ଶେର୍ଲିନ୍ ଚୋପ୍ରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଶେର୍ଲିନ୍ ମଧ୍ୟ ମନ୍ଦାନା କରିମି ଏବଂ କାମିଆ ପଞ୍ଜାବୀ ଭଳି ଏହି ତାଲିକାରେ ସାମିଲ ହୋଇଛନ୍ତି। ଅନେକ ଟିଭି ତାରକା ବଲିଉଡ ନିର୍ଦ୍ଦେଶକ ସାଜିଦ…

‘ବିଗ ବସ ସିଜିନ-୧୬’ ରେ ଅଭିନେତା କରଣଙ୍କ ଏଣ୍ଟ୍ରିକୁ ନେଇ ହଟିଲା ରହସ୍ୟ

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ 'ବିଗ ବସ ସିଜିନ-୧୬' ପାଇଁ ସମସ୍ତେ ଉତ୍ସୁକ ଥିବା ବେଳେ ଚଳିତ ସିଜିନରେ କେଉଁମାନଙ୍କୁ ଶୋ'ରେ ଏଣ୍ଟ୍ରି ମିଳୁଛି ତାହା ଜାଣିବା ପାଇଁ ଦର୍ଶକ ବେଶ ଆଗ୍ରହୀ ଅଛନ୍ତି। ଗତ କିଛି ଦିନ ହେବ ଅଭିନେତା କରଣ ପଟେଲ 'ବିଗ ବସ ସିଜନ-୧୬'ରେ ଆସିପାରନ୍ତି ବୋଲି…