ବିହାରରେ ଆସନ୍ତା ୨୫ ଯାଏ ପୁଣି ବଢିଲା ଲକ୍ଡାଉନ
ପାଟନା: କରୋନା ମହାମାରୀ ସଙ୍କଟ ମଧ୍ୟରେ ବିହାର ସରକାର ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ନେଇ ଘୋଷଣା କରିଛନ୍ତି।
ଏ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲକ୍ଡାଉନ୍ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି।…