Latest Odisha News

BREAKING NEWS

ବିହାରରେ ଆସନ୍ତା ୨୫ ଯାଏ ପୁଣି ବଢିଲା ଲକ୍‌ଡାଉନ

ପାଟନା: କରୋନା ମହାମାରୀ ସଙ୍କଟ ମଧ୍ୟରେ ବିହାର ସରକାର ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନେଇ ଘୋଷଣା କରିଛନ୍ତି।

ଏ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲକ୍‌ଡାଉନ୍‌ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି। ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି।

ସେ ହିନ୍ଦୀରେ ଟୁଇଟ୍ କରି କହିଛନ୍ତି, “ବିହାରରେ ଲକଡାଉନ୍ ଯୋଗୁ ସଂକ୍ରମଣ ହାର ହ୍ରାସ ପାଇଛି। ଏହା ବିହାରର କରୋନା ଶୃଙ୍ଖଳା ଭାଙ୍ଗିବାରେ ସାହାଯ୍ୟ କରୁଛି। ତେଣୁ ଆମେ ମେ ୨୫ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି। “

Leave A Reply

Your email address will not be published.