ତେଜସ୍ୱୀଙ୍କୁ ଝଟ୍କା ଦେଇପାରନ୍ତି ପିକେ: ବିହାର ରାଜନୀତିରେ ଅଙ୍କ ଗଡ଼ବଡ଼ କରିପାରେ ନୂଆ ଦଳ, ଚମକାଇଲା ନୂଆ ସର୍ଭେ
ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ପୂରା ଦେଶରେ ବଢ଼ିଛି ରାଜନୈତିକ ଉଷ୍ମତା । ସବୁଠି ବିହାର ଚର୍ଚ୍ଚା । ଏହାରି ଭିତରେ ଚମକାଇଛି ନୂଆ ସର୍ଭେ । ଯେଉଁଥିରେ ଜଣାପଡ଼ିଛି ଯେ ପ୍ରଶାନ୍ତ କିଶୋରଙ୍କ ପାର୍ଟି ମଧ୍ୟ ଏଥର ବିହାର ରାଜନୀତିର ଅଙ୍କ କରିପାରନ୍ତି ଗଡ଼ବଡ଼ । ଏପରିକି ପିକେଙ୍କ…