ଖାଇକୁ ଖସିଲା ମିନିବସ୍, ଚାଲିଗଲା ୫ ଜଣଙ୍କ ଜୀବନ
ଶ୍ରୀନଗର: ଜାମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ବଡ଼ ଅଘଟଣ । ଖାଇକୁ ଖସିଲା ମିନିବସ୍ । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଜାମ୍ମୁକଶ୍ମୀରର ବିଲ୍ଲାୱାର୍ ଅନ୍ତର୍ଗତ ସିଲା ଗାଁରେ ଦୁର୍ଘଟଣା ଘଟିଛି। କୌଗ୍ରୁ ଲୋକମାନଙ୍କୁ ନେଇ…