ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେଡି, ବିଜେପି କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ
ଭଦ୍ରକ: ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେପି କର୍ମୀଙ୍କୁ ବିଜେଡିର ମାଡ଼ ଘଟଣା । ଏନେଇ ବିଜେପି ପକ୍ଷରୁ ଭଦ୍ରକରେ ଏକ ମାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିବାର ଶେେ ଦିନ ଥିଲା । ଏହି ସମୟରେ ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି…