ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସ୍ଵାଧୀନ ନିର୍ଦ୍ଦେଶକ ନିଯୁକ୍ତି କେତେ ସ୍ଵାଧୀନ?
-ରାଜନୈତିକ ସମ୍ପୃକ୍ତିକୁ ଗୁରୁତ୍ଵ, ଅଧା ନିଯୁକ୍ତି ବିଜେପିରୁ!
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ରାଷ୍ଟ୍ରାୟତ୍ତ ସଂସ୍ଥା ଉଦ୍ୟୋଗ ରହିଛି। ଏଥିରେ ବିଭିନ୍ନସ୍ତର ଓ ପଦବୀରେ କର୍ମଚାରୀ ଅଛନ୍ତି। ଏହାବାଦ୍ ପରିଚାଳନା ବୋର୍ଡରେ ବିଭିନ୍ନ ସମୟରେ ଇଣ୍ଡିପେଣ୍ଡଣ୍ଟ ଡାଇରେକ୍ଟର ବା…