ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକାକରଣ: କେବେ, କେଉଁଠି ଓ କେତେବେଳେ ? ଜାଣନ୍ତୁ
ଭୁବନେଶ୍ୱର: ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୨୧ ତାରିଖରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଦିଆଯିବ ଟିକା । ସପ୍ତାହରେ ଦୁଇ ଦିନ ସେମାନଙ୍କୁ ଟିକାକରଣ କରାଯିବ । ବୁଧବାର ଓ ଶନିବାର ଦୁଇ ଦିନ ସେମାନେ ଟିକା ନେଇପାରିବେ ।
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ…