କୋଭିଡ୍ କଟକଣା କୋହଳ କଲା BMC
ଭୁବନେଶ୍ୱର : କରୋନା ଯୋଗୁ କଟକଣା। ଆଉ ଏବେ ସେହି କଟକଣା କୋହଳ କରାଯାଇଛି । କହିବାକୁ ଗଲେ ପୂର୍ବରୁ ଜାରି ହୋଇଥିବା କୋଭିଡ଼ କଟକଣାକୁ ଏବେ କୋହଳ କରାଯାଇଛି ପୂର୍ବରୁ ଜାରି କଟକଣାକୁ ବିଏମ୍ସି କୋହଳ କରିଛି । ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇ ନିୟମ…