Latest Odisha News

BREAKING NEWS

କୋଭିଡ୍‌ କଟକଣା କୋହଳ କଲା BMC

ଭୁବନେଶ୍ୱର : କରୋନା ଯୋଗୁ କଟକଣା। ଆଉ ଏବେ ସେହି କଟକଣା କୋହଳ କରାଯାଇଛି । କହିବାକୁ ଗଲେ ପୂର୍ବରୁ ଜାରି ହୋଇଥିବା କୋଭିଡ଼ କଟକଣାକୁ ଏବେ କୋହଳ କରାଯାଇଛି  ପୂର୍ବରୁ ଜାରି କଟକଣାକୁ  ବିଏମ୍‌ସି କୋହଳ କରିଛି । ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇ  ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ ।

BjdElectrycity

ଏଣିକି ଏସବୁ କାର୍ଯ୍ୟରେ ସର୍ବାଧିକ ୨୫୦ ଜଣ ଯୋଗ ଦେଇପାରିବେ । ପୂର୍ବରୁ BMC ଏସବୁ କାର୍ଯ୍ୟରେ ୫୦ ଜଣରୁ ଅଧିକ ଏକାଠି ନହେବାକୁ କଟକଣା ଜାରି କରିଥିଲା । ହେଲେ ବର୍ତ୍ତମାନ ରାଜଧାନୀରେ କୋଭିଡ ସଂକ୍ରମଣ ସାମାନ୍ୟ କମି ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଇଛି ।

Leave A Reply

Your email address will not be published.