Latest Odisha News

BREAKING NEWS

Browsing Tag

BMC Sealed Silicon Institute

ସିଲିକନ୍ ଇନିଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ରେଡ୍ କରୁଛି ବିଏମସି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ଭୁବନେଶ୍ୱରରେ ଥିବା ସିଲିକନ୍ ଇନିଷ୍ଟିଚ୍ୟୁଟ୍ । ବିଏମସି ଆଜି ସିଲ୍ କରିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସିଲିକନ୍…