ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ରେଡ୍ କରୁଛି ବିଏମସି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ଭୁବନେଶ୍ୱରରେ ଥିବା ସିଲିକନ୍ ଇନିଷ୍ଟିଚ୍ୟୁଟ୍ । ବିଏମସି ଆଜି ସିଲ୍ କରିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସିଲିକନ୍ ବନ୍ଦ ରହିବ । କୋଭିଡ୍ କଟକଣା ଉଲ୍ଲଂଘନ ନେଇ ପୂର୍ବରୁ ସିଲିକନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ବିଏମସି । କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମସି ।
BREAKING NEWS
- Bank Strike: ରବିବାର ଖୋଲିବ ବ୍ୟାଙ୍କ
- Bab el-Mandeb crisis: ଭାରତ ମୁଣ୍ଡ ଉପରେ ବଡ ବିପଦ! ହର୍ମୁଜ୍ ପରେ ବାବ୍-ଏଲ୍-ମାନ୍ଦେବ୍ରେ ସଙ୍କଟ, ଭାରତକୁ କେମିତି ଆସିବ ତେଲ?
- ବୟଫ୍ରେଣ୍ଡକୁ ଭିଡିଓ କଲ୍ କରି ଝୁଲିପଡିଲେ ଯୁବତୀ, କଲ୍ ଚାଲିଥିଲା ୨୩ ମିନିଟ୍
- ଅଶାନ୍ତ ସମୁଦ୍ର; ପାରାଦୀପ ବନ୍ଦରରେ ଆଶ୍ରୟ ନେଲା ଆନ୍ଧ୍ରର ୨୮ ମାଛଧରା ଟ୍ରଲର
- Mirabai Chanu Wins Silver Medal:ମୀରାବାଇ ରୌପ୍ୟ ପଦକ ଜିତି ରଚିଲେ ଇତିହାସ; ୨୮ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା…
- ଆସିଲା ନୂଆ ନିୟମ; ଏଣିକି ଜାଣିପାରିବେ ଆପଣଙ୍କ ଟୁଥପେଷ୍ଟ, ସାବୁନ ଓ ସାମ୍ପୁ ନିରାମିଷ କି ଆମିଷ…
- Crowdfunding Scam: ସାବଧାନ୍! ଏଭଳି ସ୍କାମରୁ ବଞ୍ଚନ୍ତୁ…ଅନଲାଇନରେ ଯେଉଁଠି ବି ସେଇଠି କରନ୍ତୁନି ଦାନ!
- ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
- JAWAN DEAD: ଛୁଟିରେ ଆସିବା ହେଲା କାଳ
- Dhenkanal Horror: ବିହାର ପରେ ଏବେ ଓଡିଶା! ରାସ୍ତା ମଝିରେ ଯୁବତୀଙ୍କୁ ହଇରାଣ, ଯୁବକଙ୍କୁ ମାଡ଼! ଢେଙ୍କାନାଳର ଭାଇରାଲ୍ ଭିଡିଓକୁ ନେଇ ହଇଚଇ…

Comments are closed.