Latest Odisha News
Browsing Tag

BMC Seals Reliance Fresh

ସିଲ୍ ହେଲା ରିଲାଏନ୍ସ ଫ୍ରେସ ଷ୍ଟୋର । ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ

ଭୁବନେଶ୍ୱର : ପୁଣି ଥରେ ସ୍ୱଚ୍ଛତାମାନ ପରୀକ୍ଷଣ କରାଯାଇ ବିଏମସି ପକ୍ଷରୁ ଚଢାଉ ଆରମ୍ଭ ହୋଇଛି।  ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ ଷ୍ଟୋର ସିଲ୍ ହୋଇଛି। । ଷ୍ଟୋରରେ ଡଷ୍ଟବିନ୍ ବ୍ୟବହାର ଏବଂ ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ, ଅଭିଯୋଗ ପରେ ଚଢ଼ାଉ କରି ୩ ଦିନ ପାଇଁ ଷ୍ଟୋରକୁ…