Latest Odisha News

BREAKING NEWS

Browsing Tag

boar attack

ଗାଁରେ ବାରହା ଆତଙ୍କ, ୩ ଗୁରୁତର ସହ ୬ ଆହତଙ୍କୁ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ : ଗାଁରେ ବାରହା ଆତଙ୍କ । କାମାକ୍ଷାନଗର ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାଘମୁଣ୍ଡା ଗାଁରେ ବାରହା ପଶି ଲୋକଙ୍କୁ ଗୋଡାଇ ଆକ୍ରମଣ କରିଛି। ବାରହା ଆକ୍ରମଣରେ ୬ ଜଣ ଆହତ ହୋଇପଡ଼ିଥିବା ବେଳେ ୩ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଛି । ଉଭୟ ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ…