Latest Odisha News

BREAKING NEWS

Browsing Tag

bolllywood

ପିଏମ ମୋଦିଙ୍କୁ ଭେଟିଲେ କପୁର ପରିବାର, ପାଳନ ହେବ ରାଜ କପୁରଙ୍କ ୧୦୦ତମ ଜୟନ୍ତୀ

ନୂଆଦିଲ୍ଲୀ:ରାଜ କପୁରଙ୍କ ପରିବାର ଗତ ମଙ୍ଗଳବାର ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। କପୁର ପରିବାର ତାଙ୍କୁ ରାଜ କପୁର ଫିଲ୍ମ ଫେଷ୍ଟିଭାଲକୁ ନିମନ୍ତ୍ରଣ କରିଥିଲେ। ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ |…

କପିଲଙ୍କ ସୋ’କୁ ଯିବେ ନି କିଙ୍ଗଖାନ, କ’ଣ ରହିଛି କାରଣ?

ମୁମ୍ବାଇ: ଖୁବ୍ ଶିଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ପଠାନ’। ଜବରଦସ୍ତ ଆକ୍ସନ ସହ ଭରପୁର ରୋମାନ୍ସର ମଜାଉଠାଇବେ ଦର୍ଶକ  । ଏଥିରେ ଲିଡ୍ ରୋଲରେ ଶାହରୁଖ ଖାନ, ଦିପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ରହିଛନ୍ତି । ଫିଲ୍ମର ଗୀତ ଓ ଟ୍ରେଲର ରିଲିଜ ହେବା ପରେ ଏହାର ଲୋକପ୍ରିୟତା…

ଫିଲ୍ମ ‘ଭୁତ୍‌ ପୋଲିସ’ର ଟ୍ରେଲର ରିଲିଜ

ମୁମ୍ବାଇ: ଫିଲ୍ମ ଭୁତ୍‌ ପୋଲିସର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ, ଅର୍ଜୁନ କପୁର, ୟାମି ଗୌତମ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ ଏବଂ ଅର୍ଜୁନ ଫେକ୍‌ ଘୋଷ୍ଟବଷ୍ଟର ଭୂମିକାରେ ଅଭିନୟ କରୁଥିବାବେଳେ…

ହଲିଉଡ୍‌ ବ୍ଲକବଷ୍ଟର ମୁଭି ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ କ୍ରିତି!

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କ୍ୱେଣ୍ଟିନ୍ ତାରାଣ୍ଟିନୋଙ୍କ ନିର୍ଦ୍ଦେଶିତ ହଲିଉଡର ବ୍ଲକବଷ୍ଟର ମୁଭି 'କିଲ୍ ବିଲ୍'ର ହିନ୍ଦୀ ରିମେକ୍ ପାଇଁ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ବଛାଯାଇଥିବା ଗୁଜବ ପ୍ରଚାରିତ ହୋଇଛି। ଯଦି ଗୁଜବ ସତ ହୁଏ ତେବେ କ୍ରିତି ହଲିଉଡ୍‌ ଅଭିନେତ୍ରୀ ଉମା…

ଭାରତର ଗୌରବମୟ ଗାଥାକୁ ନେଇ ଆସିବ କରଣଙ୍କ ନୂଆ ‘ଏପିକ୍‌ ସିରିଜ୍’‌

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ଦେଶ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ୭୫ ବର୍ଷରେ ପ୍ରବେଶ କରିବ ସ୍ୱାଧୀନ ଭାରତ। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ। ଏଭଳି ପରିସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ…