Latest Odisha News

BREAKING NEWS

Browsing Tag

Bollywood

ଫିଲ୍ମ ‘ସାଇଲେନ୍ସ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ମଙ୍ଗଳବାର ଅଭିନେତା ମନୋଜ ବାଜପେୟୀଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଇଲେନ୍ସ କ୍ୟାନ୍ ୟୁ କ୍ୟାନ୍‌ ହିୟର୍‌ ଇଟ୍‌'ର ଟ୍ରେଲର୍‌ ରିଲିଜ୍ ହୋଇଛି। ଏହା ଶୁଣିବା ପରେ ମନୋଙ୍କ ବାଜପେୟୀଙ୍କ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଏପର୍ଯ୍ୟନ୍ତ ମନୋଜ ବାଜପେୟୀଙ୍କ ଚଳଚ୍ଚିତ୍ର…

ସଞ୍ଜୟ ଲୀଲା ଭନ୍‌ଶାଲୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନଶାଲୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ଗୋରେଗାଓଁ ଫିଲ୍ମ ସିଟିରେ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି ସୁଟିଂ କରୁଥିଲେ ଭନ୍‌ଶାଲୀ। ସୂଚନା ଅନୁଯାୟୀ ସଞ୍ଜୟ ଲୀଲା ଭନଶାଲୀ କରୋନା ପରୀକ୍ଷା…

ଫିଲ୍ମ ‘ସାଇନା’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: ପରିନୀତି ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଇନା'ର ଟ୍ରେଲର ଆଜି ରିଲିଜ ହୋଇଛି। ପରିନୀତି ଏହି ଚଳଚ୍ଚିତ୍ରରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସାଇନା ନେହୱାଲଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଯାହା ଏସି ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲଙ୍କ ବାୟୋପିକ୍…

ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ବଢିଲା ଆଲିଆ ଏବଂ ଭନ୍‌ଶାଲୀଙ୍କ ଅଡୁଆ

ନୂଆଦିଳ୍ଲୀ: ସୂଚନା ଅନୁଯାୟୀ ଆଲିଆ ଭଟ୍ଟଙ୍କ ଅଭିନୀତ ଏବଂ ସଂଜୟ ଲୀଲା ଭନ୍‌ଶାଲୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି'କୁ ନେଇ ଅଡୁଆ ବଢିଛି। ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟଙ୍କୁ କାମାଠୀପୁରାର ନିବାସୀ ଏକ ବେଶ୍ୟା ମୁଖ୍ୟ ଭାବରେ ଚିତ୍ରଣ କରିଛନ୍ତି। ବର୍ତ୍ତମାନ…

ନିଜ ବାୟୋପିକ୍‌ରେ ପରିନୀତିଙ୍କ ଲୁକ୍‌କୁ ସାଇନାଙ୍କ ପ୍ରଶଂସା

ନୂଆଦିଲ୍ଲୀ: ମାର୍ଚ୍ଚ ୪ରେ ସାଇନା ନେହୱାଲଙ୍କ ବାୟୋପିକ୍‌ର ଟିଜର ରିଲିଜ ହୋଇଯାଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପରିନୀତି ଚୋପ୍ରା ଠିକ୍‌ ସାଇନାଙ୍କ ଭଳି ବ୍ୟାଡମିଣ୍ଟନ୍ ଖେଳାଳିଙ୍କ ପରି…

ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ସମ୍ପତ୍ତି ଉପରେ ଆୟକର ଚଢାଉ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ସମ୍ପତ୍ତି ଉପରେ  ଆୟକର ବିଭାଗ ଚଢାଉ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଆୟକର ବିଭାଗର ଅନୁସନ୍ଧାନ ଦଳ ମାର୍ଚ୍ଚ ୩ରେ ତାପସୀ ଏବଂ ଅନୁରାଗଙ୍କ ସମ୍ପତ୍ତି ଉପରେ ଚଢାଉ କରିଥିଲା। ଅନେକ ସ୍ଥାନରେ…

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଧମାକା’; ଆଜି ଟିଜର୍‌ ରିଲିଜ୍‌

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅଭିନୀତ ଫିଲ୍ମ 'ଧମାକା' ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। କାର୍ତ୍ତିକ ମଙ୍ଗଳବାର ଫିଲ୍ମର ଟିଜର ସେୟାର କରି ଏହି ସୂଚନା ଦେଇଛନ୍ତି। କାର୍ତ୍ତିକଙ୍କର ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର, ଯାହା ପ୍ରେକ୍ଷାଳୟ ଅପେକ୍ଷା ସିଧାସଳଖ OTT ପ୍ଲାଟଫର୍ମରେ ଆସିବ।…

ଅହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମର ପ୍ରଥମ ଝଲକ ଦେଖାଇ ଭାବପ୍ରବଣ ହୋଇପଡ଼ିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅକ୍ଷୟ କୁମାର ଆଜି ସୋସିଆଲ ମିଡିଆରେ ସୁନୀଲ୍‌ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଏବଂ ତାରା ସୂତାରିଆଙ୍କ ଅଭିନୀତ ଚଳଚ୍ଚିତ୍ର 'ତଡପ'ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୨୪ରେ ମୁକ୍ତିଲାଭ କରିବ। ଅହାନ୍ ହେଉଛନ୍ତି ସୁନୀଲ ଶେଟ୍ଟୀଙ୍କ ପୁଅ। ମିଲନ୍…

ଏହି ଦିନ ପ୍ରେକ୍ଷାଳୟକୁ ଆସିବ ରଣବୀର ଏବଂ ପରିନୀତି ଅଭିନୀତ ଫିଲ୍ମ ‘ଆନିମଲ’

ନୂଆଦିଲ୍ଲୀ: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ରଣବୀର କପୁର ଏବଂ ପରିନୀତି ଚୋପ୍ରାଙ୍କ ଅଭିନୀତ 'ଆନିମଲ' ୨୦୨୨ ଦଶହରା ଅବସରରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ନିଜେ ଏହି ଖବର ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ନିର୍ମାତାମାନେ ନୂଆ ବର୍ଷରେ ଏକ…

ଇନ୍‌ଷ୍ଟାଗ୍ରାମରେ କମ୍‌ ଫଲୋର୍ସ ଯୋଗୁ ଏହି ଅଭିନେତ୍ରୀଙ୍କୁ ଫିଲ୍ମରେ ମିଳି ନଥିଲା କାମ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ତାରକା ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣରୁ ବଲିଉଡ୍‌ରେ ସେମାନଙ୍କୁ ନୋ ଏଣ୍ଟ୍ରିର ସାମ୍ନା କରିବାକୁ ପଡ଼ିଥାଏ। ଏ ନେଇ ଏକ ଖୁଲାସା କରିଛନ୍ତି ବଲିଉଡ୍‌ର ଜଣେ ଅଭିନେତ୍ରୀ। ବର୍ତ୍ତମାନ ଜଣେ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ଫିଲ୍ମ…