ବିବାହ ବାର୍ଷିକୀ ଅବସରରେ ନିଅାରା ଢଙ୍ଗରେ ରିଷି କପୁରଙ୍କୁ ମନେ ପକାଇଲେ ପତ୍ନୀ ନିତୁ
ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ରିଷି କପୁରଙ୍କ ମୃତ୍ୟୁ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଥିଲା। ଅଭିନେତାଙ୍କୁ ମନେ ପକାଇ ତାଙ୍କ ପରିବାର ଏବଂ ପ୍ରଶଂସକମାନେ କ୍ରମାଗତ ଭାବରେ ପୋଷ୍ଟ ସେୟାର କରୁଥିବା ଦେଖିବାକୁ ମିଳିଥିଲା। ଆଜି ରିଷି କପୁର ଏବଂ ନିତୁ ସିଂଙ୍କ…